Monday, October 5, 2026
23.5 C
Odisha

    ଇଭିଏମ୍ ସହ ସେଲଫି ନେବା ମହଙ୍ଗା ପଡ଼ିଲା, ନିଲମ୍ବିତ ହେଲେ କନିଷ୍ଠ ସହାୟକ

    ଆଗକୁ ପଢନ୍ତୁ

    ରାଉରକେଲା: ମତଦାନ ପ୍ରକ୍ରିୟା ସରିବା ପରେ ଇଭିଏମ୍ ସହ ସେଲଫି ନେବା ମହଙ୍ଗା ପଡ଼ିଲା, ନିଲମ୍ବିତ ହେଲେ କନିଷ୍ଠ ସହାୟକ। ଆରଏମସିର କନିଷ୍ଠ ସହାୟକ ଅଜୟ କୁମାର ପ୍ରଧାନ ନିଲମ୍ବିତ ହୋଇଛନ୍ତି। ଏନେଇ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରି ପୁନଃମତଦାନ ଏବଂ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସମାଜସେବୀ ରାଜକୁମାର ଯାଦବ। ଅଭିଯୋଗ ଆଧାରରେ ପାନପୋଷ ଉପଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ବ ନ୍ୟସ୍ତ କରିଥିଲେ ଜିଲ୍ଲାପାଳ। ତଦନ୍ତ ପରେ ଆରଏମସିର କନିଷ୍ଠ ସହାୟକ ଅଜୟ କୁମାର ପ୍ରଧାନଙ୍କ ଉପରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    79 %
    1.5kmh
    0 %
    Mon
    23 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ