Thursday, April 2, 2026
28.9 C
Odisha

    ଗିରଫ ହେଲେ ଉପଜିଲ୍ଲାପାଳ

    ଆଗକୁ ପଢନ୍ତୁ

    ଗିରିଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଲ ନାରାୟଣ ଚନ୍ଦ୍ର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ବାବୁଙ୍କ ବିଭିନ୍ନ ଠିକଣା ଉପରେ ଗତକାଲି ଚଢ଼ାଉ କରିଥିଲା ଭିଜିଲାନ୍ସ । ନାରାୟଣ ଚନ୍ଦ୍ର ନାୟକଙ୍କ ଘରୁ ନଗଦ ୧ ଲକ୍ଷ ୪୮ ହଜାର ଟଙ୍କା ସମେତ ୩୬୬ଗ୍ରାମ୍ ସୁନା ଅଳଙ୍କାର ଜବତ ହୋଇଥିଲା । ଭୁବନେଶ୍ୱର ଝାରପଡା ସ୍ଥିତ ବାସଭବନରୁ ମିଳିଛି ଏତେ ପରିମାଣରେ ସୁନା ଅଳଙ୍କାର । ଏଥିସହ ଝାରପଡ଼ାରେ ୨ କୋଟି ୮୦ ଲକ୍ଷ ଟଙ୍କାରେ ଜମି କିଣିଥିଲେ ଉପ-ଜିଲ୍ଲପାଳ ନାରାୟଣ ନାୟକ । ୩ଟି ବହୁତଳ ପ୍ରାସାଦ, ଭୁବନେଶ୍ୱରରେ ୭ଟି ସମେତ ୧୪ଟି ଦାମୀ ପ୍ଲଟ୍, ୩୪ଲକ୍ଷ ୫୭ ହଜାରର ବ୍ୟାଙ୍କ ଡିପୋଜିଟ୍ ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏନେଇ ଆଜି ତାଙ୍କୁ ଗିରଫ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.9 ° C
    28.9 °
    28.9 °
    45 %
    2.2kmh
    81 %
    Thu
    29 °
    Fri
    40 °
    Sat
    38 °
    Sun
    36 °
    Mon
    39 °

    ସମ୍ବନ୍ଧିତ