Wednesday, July 22, 2026
23.5 C
Odisha

    ଅର୍ପଣ ଚାଉଳରୁ ପ୍ରସ୍ତୁତ ହେଲା ଖେଚୁଡି: ମହାପ୍ରଭୁଙ୍କୁ ଲାଗି ପରେ ଶ୍ରୀମନ୍ଦିର ପଶ୍ଚିମ, ଉତର ଓ ଦକ୍ଷିଣ ଦ୍ୱାରରେ ପାଉଛନ୍ତି ଭକ୍ତ

    ଆଗକୁ ପଢନ୍ତୁ

    ଅର୍ପଣ ଚାଉଳରେ ପ୍ରସ୍ତୁତ ହେଲା ଖେଚୁଡି । ମହାପ୍ରଭୁଙ୍କଠାରେ ଲାଗି ହେବା ପରେ ଭକ୍ତଙ୍କୁ ବଂଟାଯାଉଛି । ଶହେଟି କୁଡୁଆରେ ପ୍ରସାଦ ପ୍ରସ୍ତୁତ କରାଯାଇଛି । ରାତି ୮ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଏହା ଖେଚୁଡି ବଂଟାଯିବ । ଶ୍ରୀମନ୍ଦିରର ପଶ୍ଚିମ, ଉତର ଓ ଦକ୍ଷିଣ ଦ୍ୱାରରେ ଦର୍ଶନ ସାରି ଫେରୁଥିବା ଭକ୍ତଙ୍କୁ ଏହି ପ୍ରସାଦ ଦିଆଯାଉଛି । ଭକ୍ତମାନେ ଅତି ଆନନ୍ଦର ସହ ଏହି ପ୍ରସାଦକୁ ନେଇ ସେବନ କରୁଛନ୍ତି । ଆଜି ପ୍ରଥମ ଦିନରେ ଗଂଜାମରୁ ଆସିଥିବା ଅର୍ପଣ ଚାଉଳରେ ଖେଚୁଡି ପ୍ରସ୍ତୁତ କରାଯାଇଛି । ପ୍ରତିଦିନ ପ୍ରାୟ ୧୦ ହଜାର ଲୋକଙ୍କୁ ମାଗଣା ପ୍ରସାଦ ବାଂଟିବା ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    95 %
    2.8kmh
    100 %
    Wed
    25 °
    Thu
    27 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ