Thursday, September 19, 2024
25.2 C
Odisha

    ହେଲ୍ଥ ଟିପ୍ସ : କେମିତି ବଢାଇବେ ମେଟାବୋଲିଜିମ୍ ?

    ଆଗକୁ ପଢନ୍ତୁ

    ମେଟାବୋଲିଜିମ୍ ଶରୀରରେ ଏପରି ରାସାୟନିକ ପ୍ରତିକ୍ରିୟା, ଯାହା ଆମ ଶରୀରକୁ ଶକ୍ତି ଦେବା ପାଇଁ କାମ କରେ । ମେଟାବୋଲିଜିମ୍ ଆମେ ଖାଉଥିବା ଖାଦ୍ୟକୁ ଶକ୍ତିରେ ପରିଣତ କରେ । ଶରୀରର ସମସ୍ତ କାର୍ଯ୍ୟ କେବଳ ଆମର ମେଟାବୋଲିଜିମ୍ ଉପରେ ନିର୍ଭର କରେ । ଶରୀରର ନିଶ୍ୱାସ, ଖାଦ୍ୟ ହଜମ, ରକ୍ତ ସଞ୍ଚାଳନ, ଶରୀରକୁ ଚଳାଇବା ପାଇଁ ଶକ୍ତି ଦେବା ହେଉଛି ମେଟାବୋଲିଜିମର କାମ । କିପରି ପ୍ରାକୃତିକ ଭାବରେ ମେଟାବୋଲିଜିମ୍ ବୃଦ୍ଧି କରିପାରିବା ।
    ମେଟାବୋଲିଜିମ୍ ବୃଦ୍ଧି ପାଇଁ ଏକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଆବଶ୍ୟକ
    – ଏହା ଆମ ଶରୀରକୁ ବହୁତ ଶକ୍ତି ଦେଇଥାଏ
    – ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ
    – ଅଧ ଲିଟର ପାଣି ପିଇବା ଦ୍ୱାରା ଘଣ୍ଟାଏ ମଧ୍ୟରେ ମେଟାବୋଲିଜିମ୍ ୩୦ ପ୍ରତିଶତ ବୃଦ୍ଧି ପାଇଥାଏ
    – ପର୍ଯ୍ୟାପ୍ତ ପରିମାଣର ପାଣି ପିଇ ଆମ ଶରୀର ଡିହାଇଡ୍ରେଟ୍ ହୁଏ ନାହିଁ
    – ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ
    – ପର୍ଯ୍ୟାପ୍ତ ପରିମାଣର ଶୋଇବା ଆପଣଙ୍କ ମେଟାବୋଲିଜିମ୍ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ -କମ୍ ନିଦ ହେତୁ ମେଟାବୋଲିଜିମର ସ୍ତର କମିଯାଏ
    – ଗ୍ରୀନ୍ ଟିରେ କ୍ୟାଫେନ୍ ଏବଂ କ୍ୟାଟେଚିନ୍ ମିଳିଥାଏ
    – ଏହା ଆମର ମେଟାବୋଲିଜିମ୍ ବଢାଇଥାଏ
    – ମାଂସପେଶୀ ନିର୍ମାଣ ଆପଣଙ୍କ ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ