Thursday, April 23, 2026
29.8 C
Odisha

    ପୁଣି ରେଳ ଷ୍ଟେସନରେ ବଡ଼ ଅଘଟଣ: ଭୁଶୁଡ଼ି ପଡ଼ିଲା ପାଣି ଟାଙ୍କି

    ଆଗକୁ ପଢନ୍ତୁ

    କଲିକତା: ବର୍ତ୍ତମାନ ଦେଶର ବିଭିନ୍ନ ଷ୍ଟେସନରେ ବାରମ୍ବାର ଦୁର୍ଘଟଣାମାନ ଘଟିବାରେ ଲାଗିଛି । ଏହି ତାଲିକାରେ ବର୍ତ୍ତମାନ ଆଉ ଏକ ଷ୍ଟେସନ ସାମିଲ ହୋଇଛି । ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଏକ ବିରାଟ ଅଘଟଣ ନେଇ ସୂଚନା ମିଳିଛି । ରେଳ ଷ୍ଟେସନରେ ଥିବା ଏକ ପାଣି ଟାଙ୍କି ହଠାତ୍ ଭୁଶୁଡ଼ି ପଡ଼ିଛି । ୨ ନମ୍ବର ପ୍ଲାଟଫର୍ମ ଉପରେ ଏହି ଟାଙ୍କି ଭୁଶୁଡ଼ି ପଡ଼ିବା ଫଳରେ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରି ରହିଥିବା ଲୋକମାନେ ଏହା ତଳେ ଚାପି ହୋଇ ରହି ଯାଇଛନ୍ତି । ଫଳରେ ୩ ଜଣ ବ୍ୟକ୍ତି ଏଥିରେ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଏଥିରେ ଆହତ ହୋଇଛନ୍ତି । ଘଟଣାକୁ ନେଇ ବର୍ତ୍ତମାନ ଷ୍ଟେସନ ସାରା ଭୟର ବାତାବରଣ ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.8 ° C
    29.8 °
    29.8 °
    14 %
    1.5kmh
    2 %
    Wed
    30 °
    Thu
    42 °
    Fri
    43 °
    Sat
    43 °
    Sun
    43 °

    ସମ୍ବନ୍ଧିତ