Monday, March 23, 2026
20.3 C
Odisha

    ରାତିରେ ଡେରିରେ ଖାଇଲେ କ’ଣ ସମସ୍ୟା ଦେଖାଦେବ ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଆଜିର ଧାଁ-ଦୌଡ଼ ଦୁନିଆରେ ଅନେକ ଲୋକ ରାତିରେ ବିଳମ୍ବରେ ଖାଇଥାନ୍ତି। ଆଉ ଏହି ଅଭ୍ୟାସ ସ୍ୱାସ୍ଥ୍ୟପକ୍ଷେ ହାନିକାରକ। ରାତିରେ ଡେରିରେ ଖାଇଲେ ଆପଣଙ୍କ ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଡେରିରେ ଖାଇବା ଦ୍ୱାରା କେଉଁ ସମସ୍ୟା ଦେଖା ଦେଇଥାଏ।

    * ଡେରିରେ ଖାଇଲେ ପାଚନତନ୍ତ୍ର ଖରାପ ହୋଇପାରେ। ଏହାଦ୍ୱାରା ଗ୍ୟାଷ୍ଟ୍ରିକ ସମସ୍ୟା ଦେଖାଦେବ। ବିଳମ୍ବ ରାତିରେ ଖାଇଲେ ଖାଦ୍ୟ ହଜମ ହେବ ନାହିଁ।

    * ରାତିରେ ଡେରିରେ ଖାଇବା ଦ୍ୱାରା ନିଦ ଠିକଭାବେ ହୋଇନଥାଏ।

    * ବିଳମ୍ବରେ ଖାଇଲେ ମେଟାବୋଲିଜିମ୍ ଧୀମା ହୋଇଯାଇଥାଏ। ଏହା କେଲେରୀ ଜଳାଇବାରେ ଏତେ ପ୍ରଭାବୀ ହୋଇନଥାଏ ଯେତିକି ଦିନରେ ହୋଇଥାଏ। ଏହାଦ୍ୱାରା ଓଜନ ବଢ଼ିଥାଏ।

    * ରାତିରେ ବିଳମ୍ବରେ ଖାଇବାର ଅଭ୍ୟାସ ଉଚ୍ଚ ରକ୍ତଚାପ ଓ ମଧୁମେହର କାରଣ ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ