Saturday, October 17, 2026
22.4 C
Odisha

    ଅଦିନିଆ ବର୍ଷା ଓ ବଜ୍ରପାତ, ୩ ଗୁରୁତର

    ଆଗକୁ ପଢନ୍ତୁ

    ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାସୁଦେବପୁରରେ ଅଦିନିଆ ବର୍ଷା ଓ ବଜ୍ରପାତ ଦେଖିବାକୁ ମିଳିଛି। ଏହି ବଜ୍ରାଘାତରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଆହତ ମାନେ ହେଲେ ଏ.ଭୁବୁନି, ଏ.ଡୋଲିଆମା,ଏ.ନାର୍ସି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.4 ° C
    22.4 °
    22.4 °
    89 %
    1.4kmh
    19 %
    Sat
    22 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ