Friday, June 12, 2026
26.9 C
Odisha

    ରବିନାଙ୍କ ଝିଅ ନାଶାଙ୍କ ପ୍ରେମରେ ପଡ଼ିଛନ୍ତି ମଲାଇକାଙ୍କ ପୁଅ ଅରହାନ୍‌ !

    ଆଗକୁ ପଢନ୍ତୁ

    ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପୁଅ ଅରହାନ୍‌ ଖାନ୍‌ ଏବଂ ରବିନା ଟଣ୍ଡନଙ୍କ ଝିଅ ରାଶା ଠଡାନୀ। ଉଭୟଙ୍କୁ ଡିନର୍‌ ଡେଟ୍‌ରେ ଏକାଠି ଦେଖାଯିବା ପରେ କିଛି ଏଭଳି ଚର୍ଚ୍ଚା ଜୋର ଧରିଛି। କ୍ୟାମେରା ଦେଖି ଦୁଇ ପ୍ରେମପକ୍ଷୀ ମୁହଁ ମଧ୍ୟ ଲୁଚାଇଛନ୍ତି। ହେଲେ ଉଭୟ ସମ୍ପର୍କକୁ ନେଇ ଖୋଲାଖୋଲି କିଛି ସ୍ବୀକାର କରିନାହାନ୍ତି। ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ରାଶା ଏବଂ ଅରହାନ ଏକାଠି ଏକ ରେଷ୍ଟୁରାଣ୍ଟରୁ ବାହାରୁଛନ୍ତି। ଦୁଇ ଷ୍ଟାରକିଡ୍‌ଙ୍କୁ ଏକାଠି ଦେଖି କ୍ୟାମେରାମ୍ୟାନ୍‌ ଏକାଠି ହୋଇଯାଉଛନ୍ତି। ହେଲେ ସେମାନେ ସିଧା ଯାଇ ଗାଡ଼ିରେ ବସୁଛନ୍ତି। ଏପରିକି ଦୁହେଁ ହସୁଥିବା ନଜର ଆସିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.9 ° C
    26.9 °
    26.9 °
    77 %
    2.7kmh
    66 %
    Thu
    27 °
    Fri
    41 °
    Sat
    40 °
    Sun
    41 °
    Mon
    42 °

    ସମ୍ବନ୍ଧିତ