Tuesday, October 28, 2025
23 C
Odisha

    ଟଙ୍କା ଗଣତି ସମୟରେ ମା’ ସମଲେଶ୍ବରୀଙ୍କ ହୁଣ୍ଡିରୁ ବାହାରିଲା ପ୍ରେମ ପତ୍ର

    ଆଗକୁ ପଢନ୍ତୁ

    ସମ୍ବଲପୁର: ସମ୍ବଲପୁରର ମା’ ସମଲେଶ୍ବରୀଙ୍କ ହୁଣ୍ଡିରୁ ବାହାରିଲା ପ୍ରେମ ପତ୍ର। ଟଙ୍କା ଗଣତି ସମୟରେ ବାହାରିଲା ପ୍ରେମ ସଫଳ ପାଇଁ ମା’ଙ୍କୁ ଲେଖାଯାଇଥିବା ପ୍ରେମପତ୍ର । ସେଥିରେ ନିଜର ପ୍ରେମ କିପରି ସଫଳ ହେବ ସେନେଇ ଯୁବତୀ ଜଣକ ଏହି ପ୍ରେମପତ୍ର ଲେଖିଛନ୍ତି । ଯୁବତୀଙ୍କ ନାଁ ବର୍ଷା ହୋଇଥିବା ବେଳେ, ସେ ତାଙ୍କ ପ୍ରେମିକ କାହ୍ନା ପାଇଁ ଏହି ପ୍ରେମପତ୍ର ଲେଖିଛନ୍ତି । କାହ୍ନା ସହ ତାଙ୍କର ବାହାଘର ହୋଇଯାଉ ଓ ଉଭୟେ ଏକା ସାଙ୍ଗରେ ବିବାହ ପରେ ମାଙ୍କ ଦର୍ଶନ ପାଇଁ ଆସିବେ ବୋଲି ପ୍ରେମପତ୍ରରେ ଲେଖିଛନ୍ତି ବର୍ଷା । ଏହା ସହ ସେ କାହ୍ନାକୁ କେତେ ଭଲ ପାଆନ୍ତି ତାହା ବି ପ୍ରେମପତ୍ରରେ ଉଲ୍ଲେଖ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23 ° C
    23 °
    23 °
    98 %
    1.9kmh
    100 %
    Tue
    23 °
    Wed
    26 °
    Thu
    28 °
    Fri
    30 °
    Sat
    28 °

    ସମ୍ବନ୍ଧିତ