Monday, July 6, 2026
23.7 C
Odisha

    ଟଙ୍କା ଗଣତି ସମୟରେ ମା’ ସମଲେଶ୍ବରୀଙ୍କ ହୁଣ୍ଡିରୁ ବାହାରିଲା ପ୍ରେମ ପତ୍ର

    ଆଗକୁ ପଢନ୍ତୁ

    ସମ୍ବଲପୁର: ସମ୍ବଲପୁରର ମା’ ସମଲେଶ୍ବରୀଙ୍କ ହୁଣ୍ଡିରୁ ବାହାରିଲା ପ୍ରେମ ପତ୍ର। ଟଙ୍କା ଗଣତି ସମୟରେ ବାହାରିଲା ପ୍ରେମ ସଫଳ ପାଇଁ ମା’ଙ୍କୁ ଲେଖାଯାଇଥିବା ପ୍ରେମପତ୍ର । ସେଥିରେ ନିଜର ପ୍ରେମ କିପରି ସଫଳ ହେବ ସେନେଇ ଯୁବତୀ ଜଣକ ଏହି ପ୍ରେମପତ୍ର ଲେଖିଛନ୍ତି । ଯୁବତୀଙ୍କ ନାଁ ବର୍ଷା ହୋଇଥିବା ବେଳେ, ସେ ତାଙ୍କ ପ୍ରେମିକ କାହ୍ନା ପାଇଁ ଏହି ପ୍ରେମପତ୍ର ଲେଖିଛନ୍ତି । କାହ୍ନା ସହ ତାଙ୍କର ବାହାଘର ହୋଇଯାଉ ଓ ଉଭୟେ ଏକା ସାଙ୍ଗରେ ବିବାହ ପରେ ମାଙ୍କ ଦର୍ଶନ ପାଇଁ ଆସିବେ ବୋଲି ପ୍ରେମପତ୍ରରେ ଲେଖିଛନ୍ତି ବର୍ଷା । ଏହା ସହ ସେ କାହ୍ନାକୁ କେତେ ଭଲ ପାଆନ୍ତି ତାହା ବି ପ୍ରେମପତ୍ରରେ ଉଲ୍ଲେଖ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.7 ° C
    23.7 °
    23.7 °
    91 %
    4.2kmh
    100 %
    Mon
    25 °
    Tue
    29 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ