Saturday, July 27, 2024
24.6 C
Odisha

    ରତ୍ନବେଦୀରୁ ଓହ୍ଲାଇ ଆସିଲେ ବଡ ଠାକୁର । ଦୋଳ ବିମାନରେ ବସି ଦୋଳବେଦୀକୁ ବିରାଜମାନ କଲେ ମହାପ୍ରଭୁ

    ଆଗକୁ ପଢନ୍ତୁ

    ଫଗୁ ଖେଳିଲେ ମହାପ୍ରଭୁ । ଦୋଳ ବିମାନରେ ବସି ଦୋଳ ବେଦୀରେ ପହଞ୍ଚି ଫଗୁ ଖେଳିଛନ୍ତି ଦୋଳଗୋବିନ୍ଦ । ବସନ୍ତ ମହୋତ୍ସବରେ ମହାପ୍ରଭୁ ବିମାନରେ ବସି ଶ୍ରୀମନ୍ଦିର ଚାରିପଟେ ବୁଲି ଦୋଳ ବେଦୀକୁ ବିରାଜମାନ କରିଛନ୍ତି ଦୋଳଗୋବିନ୍ଦ । ଭୂ-ଦେବୀ, ଶ୍ରୀଦେବୀଙ୍କ ସହ ଦୋଳ ବିମାନରେ ବସି ଫଗୁ ଖେଳର ମଜା ନେଇଛନ୍ତି ପ୍ରଭୁ ଦୋଳଗୋବିନ୍ଦ । ଏହାସହ ଚତୁର୍ଦ୍ଦାମୂରତି ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସୁନା ବେଶରେ ସଜେଇ ହେବେ ଶ୍ରୀବିଗ୍ରହ । ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ବ୍ୟବସ୍ଥା ହୋଇଛି । ଅପରାହ୍ନ ସାଢେ ୪ଟାରୁ ରାତି ୮ଟା ଯାଏଁ ସାହାଣମେଳା ଦର୍ଶନ କରିବେ ଭକ୍ତ । ରାତି ସାଢେ ୧୦ଟାରେ ବେଶ ଓଲାଗି ହେବା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ