Saturday, June 20, 2026
37 C
Odisha

    ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢୀଙ୍କ ପରଲୋକ

    ଆଗକୁ ପଢନ୍ତୁ

    ପୂର୍ବତନ ବିଧାୟକ ତଥା ରାଜ୍ୟ ରାଜନୀତିର ଜଣେ ପରିଚିତ ଚେହେରା ଆଦିତ୍ୟ ମାଢିଙ୍କର ପରଲୋକ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସନ୍ଧ୍ୟା ୫ଟା ବେଳେ ତାଙ୍କର ଦେହାନ୍ତ ହୋଇଛି । ସେ ମାଲକାନଗିରିର ପୂର୍ବତନ ବିଧାୟକ ଥିଲେ । ସେ ଗତ ଦୁଇ ସପ୍ତାହ ଧରି ଏମ୍ସରେ ଚିକିତ୍ସାଧିନ ଥିଲେ । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ ମାଲକାନଗିରି ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଆସନ୍ତା କାଲି ନିଜ ପୈତୃକ ଗ୍ରାମ ମାଲକାନଗିରି ଜିଲ୍ଲା ବାପନପାଲି ପଂଚାୟତ ରୋଡାନପାଲି ଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37 ° C
    37 °
    37 °
    35 %
    2.8kmh
    80 %
    Sat
    38 °
    Sun
    34 °
    Mon
    35 °
    Tue
    38 °
    Wed
    41 °

    ସମ୍ବନ୍ଧିତ