Wednesday, August 19, 2026
28 C
Odisha

    ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

    ଆଗକୁ ପଢନ୍ତୁ

    ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଯୌତୁକ ପାଇଁ ହତ୍ୟା ଘଟଣାରେ ସ୍ୱାମୀଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି । ଶକୁନ୍ତଳା ମାଝୀଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ସ୍ୱାମୀ ମୁରଲୀଧର ବେହେରାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସ୍ତ୍ରୀର ମୁଣ୍ଡକୁ ହାତୁଡ଼ିରେ ପିଟି ପିଟି ହତ୍ୟା କରିଥିଲା ନୃଶଂସ ସ୍ୱାମୀ । ୧୨ ଜଣ ସାକ୍ଷୀ ଜମାନବନ୍ଦୀକୁ ଭିତ୍ତି କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୩୦୪(ବି)ରେ ଦଣ୍ଡାଦେଶ ଦେଇଛନ୍ତି ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବନ୍ଦନା କର । ୨୦୨୦ ଜୁଲାଇ ମାସରେ ରାଜଧାନୀର ଏୟାରପୋର୍ଟ ଥାନା ଅଧୀନ କାରଗିଲ ବସ୍ତିରେ ଘଟିଥିଲା ହତ୍ୟାକାଣ୍ଡ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    82 %
    3.8kmh
    60 %
    Wed
    28 °
    Thu
    27 °
    Fri
    27 °
    Sat
    26 °
    Sun
    27 °

    ସମ୍ବନ୍ଧିତ