Friday, October 2, 2026
22.2 C
Odisha

    ଏକ୍ସରେ ସର୍ବାଧିକ ଅନୁଗାମୀ ଥିବା ନେତା ହେଲେ ମୋଦୀ

    ଆଗକୁ ପଢନ୍ତୁ

    ସୋସିଆଲ ମିଡିଆ ଏକ୍ସରେ ସର୍ବାଧିକ ଅନୁଗାମୀ ଥିବା ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ ହୋଇଛି। ଗତ ତିନି ବର୍ଷ ଭିତରେ ତାଙ୍କ ଅନୁଗାମୀ ୩ କୋଟି ବଢିଛନ୍ତି। କେବଳ ଏକ୍ସ ନୁହେଁ ୟୁଟ୍ୟୁବରେ ଅଢେଇ କୋଟି ଓ ଇନଷ୍ଟାଗ୍ରାମରେ ୯ କୋଟି ୧୦ ଲକ୍ଷ ଫଲୋଅର୍ସ ରହିଛନ୍ତି। ୨୦୦୯ରେ ମୋଦୀ ଏକ୍ସରେ ଯୋଡି ହୋଇଥିଲେ। ସେବେଠାରୁ ସେ ଏହି ଆକାଉଣ୍ଟକୁ ବହୁଳ ମାତ୍ରାରେ ବ୍ୟବହାର ମଧ୍ୟ କରୁଛନ୍ତି। ସରକାରୀ ସେବା ବିଷୟରେ ସୂଚନାଠାରୁ ଆରମ୍ଭ କରି ଜାତୀୟ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସେ ତାଙ୍କ ମତ ଦେଇଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ