Friday, June 6, 2025
30.7 C
Odisha

ମୋଦୀଙ୍କ ୧୧ ଦିନର ବ୍ରତ

ଆଗକୁ ପଢନ୍ତୁ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ଦିନର ବ୍ରତ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜକୁ ଶୁଦ୍ଧ ରଖିବା ପାଇଁ ଏହି ବ୍ରତ କରୁଛନ୍ତି । ଏହି ସମୟରେ ବେଶ କଠୋର ନିୟମ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏକ ବକ୍ତ ସାତ୍ୱିକ ଭୋଜନ ଏବଂ ନଡିଆ ପାଣି ପିଇ ବ୍ରତ ପାଳନ କରୁଛନ୍ତି । କେବଳ ସେତିକି ନୁହେଁ ତଳେ କମ୍ବଳ ପାରି ଶୋଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ମୁଖ୍ୟ ଯଜମାନ ଦାୟିତ୍ୱ ନିର୍ବାହ କରିବେ ମୋଦୀ । ଯାହା ପାଇଁ ନିଜକୁ ଶୁଦ୍ଧ କରିବାକୁ କଠିନ ବ୍ରତ ପାଳନ କରୁଛନ୍ତି ମୋଦୀ । ବ୍ରତ ପାଳନ ସହ ଦେଶର ବିଭିନ୍ନ ମନ୍ଦିର ଗସ୍ତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ତାମିଲନାଡୁର ତିରୁଚିରାପଲ୍ଲି ଓ ରଙ୍ଗନାଥ ସ୍ୱାମୀ ମନ୍ଦିର ଗସ୍ତ କରୁଛନ୍ତି ମୋଦୀ ।

ମୋଦୀଙ୍କ ୧୧ ଦିନର ବ୍ରତ

– ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ରତ
– ୧୧ଦିନର କଠିନ ବ୍ରତ ପାଳନ କରୁଛନ୍ତି ମୋଦୀ
– ସାତ୍ୱିକ ଆହର ଖାଉଛନ୍ତି
– କେବଳ ଫଳମୂଳ ଆହାର କରୁଛନ୍ତି
– ଖଟରେ ନ ଶୋଇ ତଳେ କମ୍ବଳ ପାରି ଶୋଉଛନ୍ତି
– ଦେଶର ବିଭିନ୍ନ ମନ୍ଦିର ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ
– ୧୨ ତାରିଖରେ ବ୍ରତ ବିଷୟରେ ପୋଷ୍ଟ କରିଥିଲେ ମୋଦୀ
– ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଯଜମାନ ହେବେ ପ୍ରଧା

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
30.7 ° C
30.7 °
30.7 °
51 %
0.5kmh
6 %
Fri
37 °
Sat
42 °
Sun
42 °
Mon
43 °
Tue
43 °

ସମ୍ବନ୍ଧିତ