Wednesday, April 1, 2026
35.5 C
Odisha

    ହେଲମେଟ ନପିନ୍ଧିବାରୁ ୧୦୧ ଜଣଙ୍କୁ ଜରିମାନା; ଲକ୍ଷାଧିକ ଟଙ୍କାର ଚାଲାଣ କଟିଲା

    ଆଗକୁ ପଢନ୍ତୁ

    ବୈଶିଙ୍ଗା: ଅମାନିଆ ଗାଡ଼ି ଚାଳକମାନେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ସାବାଡ଼ ହୋଇଛନ୍ତି। ପୁଲିସ ପକ୍ଷରୁ ଟ୍ରାଫିକ କଟକଣାକୁ କଡାକଡି ପାଳନ ସହିତ ଅମାନିଆଙ୍କୁ ସାବାଡ଼ କରାଯାଇଛି। ଗୋଟିଏ ଦିନରେ ବିନା ହେଲମେଟରେ ଗାଡି ଚଳାଚଳ କରୁଥିବା ୧୦୧ଜଣ ଚାଳକଙ୍କୁ ଏକଲକ୍ଷ ୧ହଜାର ଟଙ୍କାର ଜରିମାନା କଟାଯାଇଛି l ତେବେ ଗୋଟିଏ ଦିନରେ ୧୦୧ଜଣ ବିନାହେଲମେଟରେ ଚଳାଉଥିବା ଗାଡି ଚାଳକଙ୍କୁ ଏକଲକ୍ଷ ୧ହଜାର ଟଙ୍କାର ଜରିମାନା କାଟି ବୈଶିଙ୍ଗା ପୁଲିସ ଜିଲ୍ଲାରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି l ଅମାନିଆ ବାଇକ ଚାଳକଙ୍କୁ ସାବାଡ଼ କରାଇବାକୁ ବୈଶିଙ୍ଗା ପୁଲିସର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ