Sunday, October 4, 2026
28.6 C
Odisha

    ହେମଗିରିରେ ଚାଞ୍ଚଲ୍ୟ: ପଥର ଛେଚି ହତ୍ୟା

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ହେମଗିର ଥାନା ଟାଙ୍ଗରଡିହିରେ ଗତକାଲି ରାତି ୯ଟାରେ ଘଟିଛି ଏକ ହତ୍ୟାକାଣ୍ଡ। ନିଶାରେ ଚୁର୍ ଜଣେ ବ୍ୟକ୍ତି ଅନ୍ଯ ଜଣଙ୍କୁ ପଥରରେ ଛେଚି ହତ୍ୟା କରିଛି। ମୃତକ ହେଲେ ଗାଁର କରନ ସିଂ। ହତ୍ୟା ଅଭିଯୁକ୍ତ ହେଲେ ସନବୋଧ ବୁଡ଼ା। ଦୁହେଁ ସାଙ୍ଗ ହୋଇ ମଦ ପିଇବା ପରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ସନବୋଧ ପଥରରେ ଛେଚି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ସନବୋଧକୁ ଅଟକ ରଖି ପଚରାଉଚରା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ