Monday, June 22, 2026
37.1 C
Odisha

    NEET PG ୨୦୨୪ ପାଇଁ ଆଡ୍‌ମିଟ କାର୍ଡ ଜାରି, ଜାଣନ୍ତୁ କେମିତି ହେବ ଡାଉନଲୋଡ୍‌

    ଆଗକୁ ପଢନ୍ତୁ

    ନିଟ୍‌ ପିଜି (NEET PG) ୨୦୨୪ର ଆଡମିଟ୍ କାର୍ଡ ଜାରି କରାଯାଇଛି । ଅଗଷ୍ଟ ୧୧ରେ ହେବାକୁ ଥିବା ନିଟ୍‌ ପିଜି ପରୀକ୍ଷା ପାଇଁ ଆଜି ୮ ତାରିଖରେ ଆଡମିଟ୍ କାର୍ଡ ଜାରି ହୋଇଛି । ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପାଇଁ ଅଫିସିଆଲ୍ ୱେବସାଇଟ୍ nbe.edu.inକୁ ଭିଜିଟ୍‌ କରିପାରିବେ ।

    ଛାତ୍ରଛାତ୍ରୀ ନ୍ୟାସନାଲ ବୋର୍ଡ ଅଫ୍‌ ଏକ୍ସାମିନେଶନ (NBE)ର ଅଫିସିଆଲ୍ ୱେବସାଇଟରୁ ନିଜ ନିଟ୍‌ ପିଜି ଆଡ୍‌ମିଟ କାର୍ଡ ଡାଉନଲୋଡ୍ କରିପାରିବେ । ଚେକ୍‌ କରିବା ପାଇଁ ପ୍ରାଇମେରୀ ୱେବସାଇଟ୍ ହେଉଛି nbe.edu.in

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.1 ° C
    37.1 °
    37.1 °
    31 %
    5.5kmh
    90 %
    Mon
    37 °
    Tue
    33 °
    Wed
    40 °
    Thu
    39 °
    Fri
    34 °

    ସମ୍ବନ୍ଧିତ