Monday, October 26, 2026
17.9 C
Odisha

    ଆସିବ ନୂଆ ରାସନ କାର୍ଡ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ କେନ୍ଦ୍ର ସରକାର ୨୦୨୮ ପର୍ଯ୍ୟନ୍ତ ମାଗଣା ରାସନ ସୀମା ବୃଦ୍ଧି କରିଛନ୍ତି। ଏହାପରେ  ରାଜ୍ୟ ମଧ୍ୟ ସୀମା ବୃଦ୍ଧି ପାଇଁ  ଯୋଜନା କରିଛନ୍ତି।ରାଜ୍ୟର ନିଜସ୍ବ ଯୋଜନା ଅନୁସାରେ ଅବଧି ବୃଦ୍ଧି କରାଯିବ ବୋଲି ଖାଦ୍ୟ ଯୋଗାଣ  ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି।  ସେ କହିଛନ୍ତି ଯେ, ଗରିବ ଲୋକଙ୍କ ପାଇଁ ଏହା ନିହାତି ଆବଶ୍ୟକ । ତେବେ ୧୫ରୁ ୨୦ ଦିନ ଭିତରେ ଇ-କେୱାଇସି ସରିଯିବ । ଏହାପରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17.9 ° C
    17.9 °
    17.9 °
    65 %
    1.4kmh
    94 %
    Mon
    28 °
    Tue
    29 °
    Wed
    24 °
    Thu
    25 °
    Fri
    26 °

    ସମ୍ବନ୍ଧିତ