Saturday, March 21, 2026
32.2 C
Odisha

    ରାଜ୍ୟରେ ବନ୍ୟାର ଆଶଙ୍କା ନାହିଁ: ଜଳସମ୍ପଦ ମୁଖ୍ୟଯନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ବନ୍ୟାର ଆଶଙ୍କା ନାହିଁ ବୋଲି ଜଳସମ୍ପଦ ମୁଖ୍ୟଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଧିକ ବର୍ଷା ହେଲେ ରାଜ୍ୟ ପାଇଁ ଭଲ।
    ସେ ଆହୁରି କହିଛନ୍ତି, ଏବେ ସୁଦ୍ଧା ରାଜ୍ୟରେ ଥିବା ଡ୍ୟାମଗୁଡ଼ିକର ଜଳସ୍ତର ସ୍ଥିତି ଭଲ ନାହିଁ। ହୀରାକୁଦରେ ୬୦୦.୦୫ ଫୁଟ ପାଣି ଅଛି ଯାହା ଗତବର୍ଷ ଅପେକ୍ଷା ୧୪ ଫୁଟ ତଳେ ଅଛି ପାଣି। ରେଙ୍ଗାଲିରେ ୪.୬ ପ୍ରତିଶତରେ ଅଛୁ। ଗତ ବର୍ଷ ୧୪ ପ୍ରତିଶତ ଜଳ ସ୍ତର ଥିଲା। ଏଣେ ମାଲକାନଗିରିର ମାଛକୁଣ୍ଡ ଡ୍ୟାମରେ କୌଣସି ଗେଟ ଖୋଲା ଯାଇ ନ ଥିଲା। ମାଛକୁଣ୍ଡରେ ୨୭୨୧ ଫୁଟ ପାଣି ଅଛି। ମାଲକାନଗିରିରେ ସ୍ଥିତି ନିୟନ୍ତ୍ରଣରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    32.2 ° C
    32.2 °
    32.2 °
    24 %
    4.5kmh
    12 %
    Sat
    31 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ