Sunday, October 4, 2026
28.6 C
Odisha

    NTA ପକ୍ଷରୁ ପ୍ରକାଶ ପାଇଲା CUET UG ରେଜଲ୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : NTA ପକ୍ଷରୁ ପ୍ରକାଶ ପାଇଲା CUET UG ପରୀକ୍ଷା ଫଳ। ଆଜି ଅପରାହ୍ନରେ ଘୋଷଣା ହେଲା ଫଳାଫଳ। NTA cuet.nta.nic.in ରେ CUET UG ଫଳାଫଳ ପ୍ରକାଶ କରିଛି। ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ସେମାନଙ୍କର ପଞ୍ଜିକରଣ ନମ୍ୱର ଏବଂ ଜନ୍ମ ତାରିଖ ଦେଇ ରେଜଲ୍ଟ ଦେଖିପାରିବେ। ଯଦି ଦେଖିବା ମୋଟ୍ ୧୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଯଦି ଓ୍ୱେବସାଇଟ୍ ଖୋଲିବାରେ କୌଣସି ସମସ୍ୟା ହେଉଛି, ତେବେ ଛାତ୍ରଛାତ୍ରୀମାନେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା ସିଧାସଳଖ ଲିଙ୍କରୁ ମଧ୍ୟ ରେଜଲ୍ଟ ଦେଖିପାରିବେ।

    ପ୍ରଥମେ ଅଫିସିଆଲ୍ ୱେବସାଇଟ୍ cuet.nta.nic.in କୁ ଯାଆନ୍ତୁ।

    ଏହା ପରେ, ହୋମ୍ ପେଜ୍‌ରେ CUET UG 2025 Result ଉପରେ କ୍ଲିକ୍ କରନ୍ତୁ।

    ଏବେ ଆପଣଙ୍କ ସମ୍ମୁଖରେ ଏକ ନୂଆ ପେଜ୍ ଖୋଲିବ।

    ଏବେ ଲଗ୍ ଇନ୍ କରିବାକୁ, ଆପଣଙ୍କର ପଞ୍ଜିକରଣ ନମ୍ବର, ଜନ୍ମ ତାରିଖ (ପାସୱାର୍ଡ) ଦେଇ login କରନ୍ତୁ।

    ଏବେ ଆପଣଙ୍କର CUET UG Result 2025 Result ଆପଣଙ୍କ ସମ୍ମୁଖରେ ଖୋଲିଯିବ।

    ଆପଣଙ୍କର ରେଜଲ୍ଟ ଡାଉନଲୋଡ୍ କରନ୍ତୁ।

    ଭବିଷ୍ୟତ ପାଇଁ ଆପଣଙ୍କର ରେଜଲ୍ଟର ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ