Tuesday, April 7, 2026
24.1 C
Odisha

    ବଦଳିଲେ ୪୩ ଜଣ ବିଡିଓ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବଦଳିଲେ ୪୩ ଜଣ ବିଡିଓ । ବରଗଡ଼ ରାଜବୋଡ଼ାସମ୍ବରର ବିଡିଓ ଚନ୍ଦ୍ରମଣି ନାଗଙ୍କର ଟିଟିଲାଗଡ଼କୁ ବଦଳି ହୋଇଛି । ସେହିପିରି ଟିଟିଲାଗଡ଼ ବିଡିଓ ସୁଶାନ୍ତ ରଣା ନୂଆପଡ଼ା ଜିଲ୍ଲାର ବୋଡେନ ବ୍ଲକକୁ ବଦଳି ହୋଇଛନ୍ତି । ବୋଡେନ ବିଡିଓ ପ୍ରିୟରଂଜନ କୁମାର ବଲାଙ୍ଗୀର ଦେଓଗାଁ ବ୍ଲକକୁ ବଦଳି ହୋଇଛନ୍ତି । ନୀଳଗିରି ବିଡିଓ ରାହୁଲ ମଣ୍ଡଳଙ୍କୁ ଢେଙ୍କାନାଳ ସଦର ବିଡିଓ ଭାବେ ବଦଳି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    74 %
    1.9kmh
    1 %
    Mon
    24 °
    Tue
    36 °
    Wed
    38 °
    Thu
    38 °
    Fri
    38 °

    ସମ୍ବନ୍ଧିତ