Saturday, August 1, 2026
29.2 C
Odisha

    ଓପିଏସସି ପକ୍ଷରୁ ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା

    ଆଗକୁ ପଢନ୍ତୁ

    ଓଡିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା-୨୦୨୩ ଆସନ୍ତା ଅକ୍ଟୋବର ୨୭ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ପରୀକ୍ଷା ନିର୍ଘଣ୍ଟ ସମ୍ପର୍କିତ ବିଜ୍ଞପ୍ତି ଓଡିଶା ଲୋକ ସେବା ଆୟୋଗ(ଓପିଏସସି) ପକ୍ଷରୁ ପ୍ରକାଶ ପାଇଛି। ୫ଟି ଜୋନ ଯଥା ଭୁବନେଶ୍ୱର,ବାଲେଶ୍ୱର,ବ୍ରହ୍ମପୁର,କଟକ,ସମ୍ବଲପୁରରେ ଏହି ପରୀକ୍ଷା କରାଯିବ । ସକାଳ ୧୦ଟାରୁ ୧୨ଟା ଜେନେରାଲ ଷ୍ଟଡିଜ ପେପର-୧ ପରୀକ୍ଷା ଓ ଦିନ ୧ଟା୩୦ରୁ ୩ଟା୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    77 %
    1.3kmh
    100 %
    Sat
    29 °
    Sun
    31 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ