Monday, November 4, 2024
29 C
Odisha

    ସୋହେଲାରୁ ଆରମ୍ଭ ହେବ ଧାନ କିଣା’ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସୂଚନା

    ଆଗକୁ ପଢନ୍ତୁ

    ବରଗଡ଼ : ବରଗଡ଼ ଜିଲ୍ଲା ସୋହେଲାରୁ ଆରମ୍ଭ ହେବ ଧାନ କିଣା ।  ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବେ ।  ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ର୍ବଦ୍ଧନ ସିଂହଦେଓ । ସେ କହିଛନ୍ତି, ସୋହେଲାରୁ ପୂର୍ବ ସରକାର ଶହେ ଟଙ୍କା ବୋନସ ଦେବେ କହି ଚାଷୀଙ୍କୁ ଦେଇନଥିଲେ ।

    ସୋହେଲାରୁ ହିଁ ଧାନ ଏମଏସପିରେ ୮ଶହ ଟଙ୍କା ବୋନସ ଦେଇ ଧାନ କିଣିବେ ବିଜେପି ସରକାର ।  ସେହିପରି  ଆସନ୍ତା ଅକ୍ଟୋବର ୫ ତାରିଖରେ ଚାଷୀଙ୍କୁ ମିଳିବ ପିଏମ କିଷାନ ଯୋଜନାର ୧୮ ତମ କିସ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ କିଷାନ ସହାୟତା ରାଶି ବଣ୍ଟନ କରିବେ । ପ୍ରତ୍ୟକେ ଜିଲ୍ଲାସ୍ତରରେ ଚାଷୀମାନଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    45 %
    1.5kmh
    35 %
    Mon
    29 °
    Tue
    29 °
    Wed
    29 °
    Thu
    29 °
    Fri
    30 °

    ସମ୍ବନ୍ଧିତ