Saturday, October 3, 2026
29.5 C
Odisha

    ରଜରେ କଟକରେ ବଡ଼ ଅଘଟଣ; ଗଲା ପୋଲିସ କର୍ମଚାରୀଙ୍କ ଜୀବନ

    ଆଗକୁ ପଢନ୍ତୁ

    କଟକ: ରଜ ଅବସରରେ ସାରା ଓଡିଶା ଖୁସି ମାନଉଥିବା ବେଳେ କଟକରେ ଘଟିଛି ବଡ଼ ଅଘଟଣ। ବାଣ ନଷ୍ଟ କରିବାବେଳେ ବିସ୍ଫୋରଣ ଘଟିଛି। ଏଥରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ଯୁ ଘଟିଛି। ମୃତ କର୍ମଚାରୀ ପ୍ରଦୀପ କୁମାର ମଲ୍ଲିକ କଟକରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର କଟକ ପୀର ବଜାର ଅଞ୍ଚଳରେ। କଟକ ସଦର ଏଡିସିପିଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗୋପାଳପୁର ସୁଭଦ୍ରାପୁର ଘାଟରେ ଚାଲିଥିଲା ବାଣ ନିଷ୍କ୍ରିୟ କାର୍ଯ୍ୟ। କମିଶନରେଟ ପୋଲିସ ପକ୍ଷରୁ ବାଣ ନଷ୍ଟ କରାଯାଉଥିବାବେଳେ ବିସ୍ଫୋରଣ ଘଟିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ