Friday, March 20, 2026
21 C
Odisha

    ଆଳୁ ସଙ୍କଟ ଦୂର ପାଇଁ ସରକାରଙ୍କ ନୂଆ ପଦକ୍ଷେପ: ଉତ୍ତର ପ୍ରଦେଶରୁ ଟ୍ରେନ ଯୋଗେ ଆସିବ ଆଳୁ

    ଆଗକୁ ପଢନ୍ତୁ

    ଟ୍ରେନରେ ୟୁପିରୁ ଆସିବ ଆଳୁ। ରାଜ୍ୟରେ ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ। ଉତର ପ୍ରଦେଶରୁ ଟ୍ରେନ ଯୋଗେ ଆଣୁ ଅଣାଯିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଦୁଇଟି ଟ୍ରେନରେ ଏହି ଆଣୁ ଅଣାଯିବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। ପୂର୍ବରୁ ଟ୍ରକରେ ୟୁପିରୁ ଆଳୁ ଆସୁଥିଲା। ହେଲେ ଏବେ ଟ୍ରେନରେ ଆଳୁ ଆଣିବାକୁ ଯୋଜନା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21 ° C
    21 °
    21 °
    56 %
    1.1kmh
    100 %
    Fri
    33 °
    Sat
    33 °
    Sun
    34 °
    Mon
    35 °
    Tue
    37 °

    ସମ୍ବନ୍ଧିତ