Saturday, March 28, 2026
35.1 C
Odisha

    ରାହୁଲଙ୍କ ପ୍ରେସମିଟରେ ଚାଲିଗଲା ବିଜୁଳି ; ଆଦାନୀ ଓ ମୋଦୀଙ୍କୁ କଟାକ୍ଷ କଲେ ରାହୁଲ

    ଆଗକୁ ପଢନ୍ତୁ

    ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ବେଳେ କଟିଲା ବିଜୁଳି , ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ୍ । ଆଦାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାମ୍ବାଦିକ ସମ୍ମିଳନୀ ଜରିଆରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଟାର୍ଗେଟ କରୁଥିବା ବେଳେ ହଠାତ୍‌ ବିଜୁଳି ଚାଲି ଯାଇଥିଲା। ଏଥିଯୋଗୁ ରାହୁଲଙ୍କ ବୟାନରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ମାଇକ ବନ୍ଦ ହୋଇଯିବାରୁ ରାହୁଲ ଗାନ୍ଧି ଏଥିପାଇଁ ଆଦାନୀ ପାୱାର ଓ ମୋଦି ପାୱାର କଥା କହି କଟାକ୍ଷ କରିଥିଲେ । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ୟୁଜର୍ସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.1 ° C
    35.1 °
    35.1 °
    23 %
    3.8kmh
    1 %
    Sat
    39 °
    Sun
    39 °
    Mon
    41 °
    Tue
    38 °
    Wed
    38 °

    ସମ୍ବନ୍ଧିତ