Thursday, September 17, 2026
24.8 C
Odisha

    ୫ଟି ନାଆଁରେ ଓଡ଼ିଶାରେ ଯେଉଁ ଲୁଟ୍ ହୋଇଛି, ତାର ହିସାବ ମାଗିବୁ: ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

    ଆଗକୁ ପଢନ୍ତୁ

    ବରଗଡ଼: ୫ଟି ନାଆଁରେ ଓଡ଼ିଶାରେ ଯେଉଁ ଲୁଟ୍ ହୋଇଛି, ତାର ହିସାବ ମାଗିବୁ। ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଗତ ୨୪ ବର୍ଷ ଭିତରେ ଓଡ଼ିଶାର ଖଣିଖାଦାନକୁ ଯେଉଁ ଭଳି ଲୁଟ୍ କରାଯାଇଛି, ବିଜେପି ତାର ହିସାବ ମାଗିବ। ଆଜି ଅତାବିରାଠାରେ କୃଷକ ରାଜ୍ୟ ସଂଗଠନ ପକ୍ଷରୁ ପ୍ରଦତ୍ତ ସମ୍ବର୍ଦ୍ଧନା ଅବସରରେ ସାଂସଦ ପ୍ରଦୀପ ପୁରୋହିତ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ବିଜେଡି ପୁଣି କ୍ଷମତାକୁ ନ ଆସିଲେ, ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି ଘୋଷଣା କରିଥିଲେ ପାଣ୍ଡିଆନ। କିନ୍ତୁ ପାଣ୍ଡିଆନ ସନ୍ନ୍ୟାସ ନେଲେ ଚଳିବ ନାହିଁ। ତାଙ୍କୁ ୫ଟି ନାଆଁରେ ଲୁଟର ହିସାବ ଦେବାକୁ ପଡ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    85 %
    1kmh
    5 %
    Thu
    32 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ