Tuesday, October 22, 2024
29.1 C
Odisha

    ସାବଧାନ ! ମୂଳା ସହ ଏହି ଜିନିଷ ଖାଆନ୍ତୁ ନାହିଁ , ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିପାରନ୍ତି

    ଆଗକୁ ପଢନ୍ତୁ

    ଶୀତ ଋତୁରେ ଅନେକ ଫଳମୂଳ ମିଳିଥାଏ । ସେଥିମଧ୍ୟରୁ ମୂଳା ଅନ୍ୟତମ । ଖାଇବାକୁ ଏହା ବହୁତ ଭଲ ଲାଗିଥାଏ । ଆଉ ଏହାକୁ ସାଲାଡ ଓ ତରକାରୀରେ ବ୍ୟବହାର କରିବା ସ୍ୱାଦିଷ୍ଟକର ହୋଇଥାଏ । କିନ୍ତୁ ଆପଣଙ୍କୁ ଏକଥା ଜାଣିବାକୁ ପଡ଼ିବ, କେଉଁ କେଉଁ ଜିନିଷ ସହ ମୂଳାକୁ ମିଶାଇ ଖାଇଲେ ଶରୀର ପାଇଁ ହାନିକାରକ ହୋଇପାରେ । ମୂଳା ଖାଇବା ବହୁତ ଭଲ , କିନ୍ତୁ କାହା ସହ ଖାଇବେ ନାହିଁ ଜାଣିବା ନିହାତି ଦରକାର ।

    କଲରା – ମୂଳା ଯଦି ଖାଉଛନ୍ତି ତ କଲରା ସହ ଖାଆନ୍ତୁ ନାହିଁ । ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ । ଏହି ଋତୁରେ ପରିବାରୁ ଯେଉଁ ସବୁ ପ୍ରାକୃତିକ ତତ୍ତ୍ୱ ସବୁ ମିଳିଥାଏ , ତାହା ପରସ୍ପର ସହ ପ୍ରତିକ୍ରିୟା କରି ସ୍ୱାସ୍ଥ୍ୟ ସମସ୍ୟାରେ ପକାଇପାରନ୍ତି । ଏହା ମଧ୍ୟ ଆପଣଙ୍କ ହାର୍ଟକୁ କ୍ଷତି ପହଁଚାଇପାରେ ।

    ସନ୍ତରା – ଏହି ଋତୁରେ କମଳା ଖାଇବା ଭଲ , କିନ୍ତୁ ମୂଳା ଖାଉଥିବା ବେଳେ ଏହାକୁ ଖାଇବ ନାହିଁ । ଏହା ସ୍ୱାସ୍ଥ୍ୟକୁ କ୍ଷତି କରିଥାଏ । ଏକଥା ମଧ୍ୟ ସୂଚିତ ଅଛି ଯେ ଏହି ଦୁଇ ଜିନିଷ ଏକତ୍ର ଖାଇବା ଜହର ଭଳି ହୋଇଥାଏ । ଏହା ପେଟ ସମ୍ୱନ୍ଧୀୟ ରୋଗ ସୃଷ୍ଟି କରିବା ସହ ଶରୀର ପାଇଁ ବିପଦ ଆଣିଥାଏ ।

    କାକୁଡ଼ି – କାକୁଡି ଖାଇଲେ ଶରୀର ଆବଶ୍ୟକୀୟ ଜଳ ପାଇଥାଏ । ଶୀତରେ ଏହା ଖାଇବା ଭଲ ହୋଇଥାଏ । କିନ୍ତୁ ସାବଧାନ , ଏହାକୁ ମୂଳା ସହ ଖାଆନ୍ତୁ ନାହିଁ । ଲୋକେ କାକୁଡି ଓ ମୂଳାକୁ ଏକ ଉତ୍ତମ କମ୍ୱିନେସନ ଭାବେ ମିଶାଇ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହା ବହୁତ କ୍ଷତିକାରକ ।

    କ୍ଷୀର – ମୂଳାରେ ତିଆରି ଜନିଷ ଯଦି ଖାଉଛନ୍ତି ତ, ଅତିକମ୍‌ରେ ୨ ଘଣ୍ଟା ପରେ ଦୁଗ୍ଧ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    48 %
    2.9kmh
    6 %
    Tue
    29 °
    Wed
    28 °
    Thu
    27 °
    Fri
    26 °
    Sat
    22 °

    ସମ୍ବନ୍ଧିତ