Saturday, June 13, 2026
30.9 C
Odisha

    ୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆର୍‌ଆଇ

    ଆଗକୁ ପଢନ୍ତୁ

    ଭଦ୍ରକ ଜିଲ୍ଲା ଗଦି ରାଜସ୍ୱ ସର୍କଲର ରାଜସ୍ୱ ଅଧିକାରୀ (ଆର୍‌ଆଇ) ଗୁରୁବାର ଦିନ ଓଡିଶା ଭିଜିଲାନ୍ସ ହାତରେ ପଡ଼ିଛନ୍ତି। ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଅଭିଯୁକ୍ତ ଆର୍‌ଆଇଙ୍କ ନାମ ଭାଗବତ ଖଟୁଆ ବୋଲି ଜଣାପଡିଛି।ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲାର ତିହିଡି ତହସିଲ ଅଧୀନରେ ଥିବା ରାଜସ୍ୱ ଇନ୍ସପେକ୍ଟର ଭାଗବତ ଖଟୁଆ, ୫ ହଜାର ଟଙ୍କା ଲାଞ୍ଚ ନେଉଥିବ‌ା ବେଳେ ଓଡିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏହାପରେ ଅଭିଯୁକ୍ତ ଖଟୁଆଙ୍କ ଦୁଇଟି ବାସସ୍ଥାନରେ ଏକକାଳୀନ ଘରେ ତଦନ୍ତ ଜାରି ରହିଛି।  ଅଭିଯୁକ୍ତ ଖଟୁଆଙ୍କ ବିରୋଧରେ ଅଧିକ ତଦନ୍ତ ଆରମ୍ଭ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.9 ° C
    30.9 °
    30.9 °
    49 %
    0.9kmh
    76 %
    Sat
    39 °
    Sun
    41 °
    Mon
    41 °
    Tue
    42 °
    Wed
    42 °

    ସମ୍ବନ୍ଧିତ