Thursday, March 26, 2026
24.8 C
Odisha

    ହରିୟାଣାରେ ସରକାର ଗଠନ ପାଇଁ ତତ୍ପରତା: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି।  ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ବିଜେପି ସରକାର ଗଠନ କରିବା  ସାଇନି ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ହରିୟାଣା ବିଜେପି ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ନୂ୍ଆ ସରକାରର ଶପଥ ଗ୍ରହଣ ଉତ୍ସବ ପାଇଁ ତାରିଖ ଏବଂ କାର୍ଯ୍ୟସ୍ଥଳ ସଂକ୍ରାନ୍ତରେ ଉଭୟ ନେତା ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥାଇ ପାରନ୍ତି। ଆସନ୍ତା ଶନିବାର ଦଶହରା ଦିନ ହରିୟାଣାରେ ବିଜେପି ସରକାର ଗଠନ କରିବା ପାଇଁ ପ୍ରସ୍ତୁତି ଚଳାଇଛି।  ଏଥିପାଇଁ ପଞ୍ଚକୁଲାର  ଦେବୀ ଲାଲ୍‌ ଷ୍ଟାଡିୟମ ଏବଂ ପରେଡ୍‌ ଗ୍ରାଉଣ୍ଡ୍‌ ସେକ୍ଟର -୫ରେ ସମାରୋହ ଆୟୋଜନ ଯୋଜନା ରହିଛି। ନୂଆ କ୍ୟାବିନେଟ୍‌ରେ ବିଜେପି କିଛି ନୂଆ ନେତାଙ୍କୁ ସୁଯୋଗ ଦେବ ବୋଲି ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    67 %
    1.7kmh
    75 %
    Wed
    25 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ