Saturday, February 28, 2026
33.9 C
Odisha

    ମାଲକାନଗିରି ଜିଲ୍ଲା ସୀମାନ୍ତରେ ନକ୍ସଲଙ୍କ ସହିଦ ସ୍ତମ୍ଭ ଧ୍ବଂସ କଲେ ଯବାନ

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ସହିଦ ସ୍ତମ୍ଭକୁ ଧ୍ଵଂସ କରିଥିଲେ। ବିଜାପୁର ଜିଲ୍ଲାର କୋଣ୍ଡାପାଲି ନିକଟସ୍ଥ ଜଙ୍ଗଲରେ ପ୍ରାୟ ୩୦ ଫୁଟ ଉଚ୍ଚର ସହିଦସ୍ତମ୍ଭ ନିର୍ମାଣ କରାଯାଇଥିଲା। ସର୍ଚ୍ଚ ଅପରେସନରେ ବାହାରିଥିବା ଏସଟିଏଫ, ଡିଆରଜି,ସିଆରପିଏଫ ଯବାନ ଏତେ ବଡ଼ ସହିଦ ସ୍ତମ୍ଭକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ତୁରନ୍ତ ଜେସିବି ଆଣି ଏହି ନକ୍ସଲ ସ୍ମାରକୀକୁ ଧ୍ବଂସ କରିଥିଲେ। ଏଣେ ମାଓ ଦମନରେ ବି ଯବାନ ସଫଳତା ପାଉଛନ୍ତି। ଆସନ୍ତା ୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟରୁ ନକ୍ସଲ ହଟିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.9 ° C
    33.9 °
    33.9 °
    15 %
    3.6kmh
    8 %
    Sat
    33 °
    Sun
    37 °
    Mon
    37 °
    Tue
    37 °
    Wed
    38 °

    ସମ୍ବନ୍ଧିତ