Tuesday, September 8, 2026
23.8 C
Odisha

    ସାନିଆଙ୍କ ଭରଣ ପୋଷଣ ପାଇଁ କେତେ ଟଙ୍କା ଦେବେ ସୋଏବ

    ଆଗକୁ ପଢନ୍ତୁ

    ପାକିସ୍ତାନୀ କ୍ରିକେଟ ତାରକା ସୋଏବ ମଲ୍ଲିକ ଏବଂ ସାନିଆଙ୍କ ବିବାହ ବିଚ୍ଛେଦକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ଷ୍ଟାର ଦମ୍ପତ୍ତିଙ୍କ ବିଚ୍ଛେଦ ହେବା ପରେ କୁହାଯାଉଛି କି, ସାନିଆଙ୍କ ଭରଣ ପୋଷଣ ପାଇଁ କେତେ ଦେବେ ସୋଏବ । ସୋଏବ ତୃତୀୟ ବିବାହ କରିଥିବାବେଳେ ପ୍ରଥମ ପତ୍ନୀଙ୍କୁ ୧୫ କୋଟି ଟଙ୍କାର ଭରଣ ପୋଷଣ ଦେଇଥିଲେ । ଆଉ ଏବେ ତାଙ୍କ ନେଟଓ୍ବର୍ଥ ରହିଛି ୨୩୨ କୋଟି ଟଙ୍କା । ସେ ହେଉଛନ୍ତି ପାକିସ୍ତାନର ସବୁଠାରୁ ଧନୀ କ୍ରିକେଟର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.8 ° C
    23.8 °
    23.8 °
    92 %
    1.4kmh
    46 %
    Tue
    31 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ