Sunday, September 13, 2026
27.6 C
Odisha

    ମାଥିଲିରେ ଚାକିରୀ କରାଇ ଦେବା ନାମରେ ଠକେଇ ମାମଲା: ପୂର୍ବତନ ବିଜେଡି ନେତ୍ରୀ ସସ୍ମିତା ମାଝୀ ଗିରଫ

    ଆଗକୁ ପଢନ୍ତୁ

    ମାଲକାନଗିରି: ପୂର୍ବତନ ବିଜେଡି ନେତ୍ରୀ ସସ୍ମିତା ମାଝୀ ଗିରଫ। ମାଲକାନଗିରି ଜିଲ୍ଲା ମାଥିଲି ଜୋନ ୩ର ଜିଲ୍ଳା ପରିଷଦ ସଭ୍ୟା ସସ୍ମିତା ମାଝୀ କିଛି ଦିନ ତଳେ ତାଙ୍କ ନାମରେ ଚାକିରି ଦେବା କହି ଅନେକ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ସସ୍ମିତା ମାଝୀ ଓ ଅନ୍ୟ ଦୁଇ ସହଯୋଗୀ ଏଥିରେ ସାମିଲ ଥିଲେ। ଗତ ତିନି ଦିନତଳେ ରମେଶ ଚନ୍ଦ୍ର ରାଉତଙ୍କୁ ମାଥିଲି ପୁଲିସ ଗିରଫ କରିଥିବା ବେଳେ ସସ୍ମିତା ମାଝୀ ଫେରାର ଥିଲେ। ଗତକାଲି ମାଥିଲି ପୁଲିସ ଜଗତସିଂହପୁରରୁ ସସ୍ମିତା ମାଝୀଙ୍କୁ ଗିରଫ କରି ମାଲକାନଗିରି ଆଣୁଛି। ଭିକେ ପାଣ୍ଡିଆନଙ୍କ ଶଳାର ପରିଚୟ ଦେଇ ଶ୍ରୀ ରାଉତ ମାଲକାନଗିରି ଜିଲ୍ଲାର ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ