Monday, July 13, 2026
28.4 C
Odisha

    କେଉଁ ବାରରେ ଜୋତା କିଣିଲେ ଅଶୁଭ

    ଆଗକୁ ପଢନ୍ତୁ

    ଆଧୁନିକ ଦୁନିଆରେ ଆଜି ମଧ୍ୟ ଅନେକ ଲୋକ ସାମାଜିକ ରୀତି ନୀତିକୁ ମାନି ଚଳନ୍ତି । ଯଦିଓ କିଛି କିଛି ଲୋକ ଏହାକୁ ବିଶ୍ବାସ କରନ୍ତି ନାହିଁ ତଥାପି ଆଜି ମଧ୍ୟ ଅନେକ ଲୋକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାମ କରନ୍ତି । ଜ୍ୟୋତିର୍ବିଦଙ୍କ ଉପଦେଶ ଅନୁସାରେ ଲୋକେ କେଉଁ ରଙ୍ଗର ଗାଡ଼ି କିଣିବେ କେଉଁଦିନ ଶୁଭ, କେଉଁଦିନ ଅଶୁଭ ମାନନ୍ତି। ତେବେ ଚପଲ ଏବଂ ଜୋତା ସମସ୍ତଙ୍କର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହୋଇଥିବାବେଳେ କେଉଁଦିନ ଏହା କିଣିଲେ ଅଶୁଭ ହୋଇଥାଏ ଜ୍ୟୋଜିର୍ବିଦମାନେ କୁହନ୍ତି । ମାନାଯାଏ କି, ମଙ୍ଗଳବାର, ଶନିବାର, ଚନ୍ଦ୍ରଗ୍ରହଣ ଏବଂ ଅମାବାସ୍ୟାରେ ଜୋତା ଚପଲ କିଣିବା ଅଶୁଭ ମାନାଯାଏ । ଏହିଦିନ ମାନଙ୍କରେ କିଣିଲେ ଘରକୁ ଦୁର୍ଭାଗ୍ୟ ଆସିଥାଏ । କୁହାଯାଏ କି, ଶନିବାର ଜୋତା କିମ୍ବା ଚପଲ କିଣିଲେ ଶନି ଦଶା ପଡ଼ିଥାଏ । ତେବେ ବିଶ୍ବାସ ରହିଛି କି, ଶୁକ୍ରବାର ଦିନ ଜୋତା କିମ୍ବା ଚପଲ କିଣିବା ଶୁଭ ହୋଇଥାଏ । ଏହା ହେଉଛି ସର୍ବୋତ୍ତମ ଦିନ । ଶନିବାର ମନ୍ଦିର ଆଗରେ ଚପଲ ଛାଡ଼ି ଆସିବା ଦ୍ବାରା ଶନିଦଶା ଦୂର ହୁଏ ବୋଲି ବିଶ୍ବାସ ରହିଛି । ବାସ୍ତୁଶାସ୍ତ୍ର ଅନୁଯାୟୀ ଶେଜ ପାଖରେ କେବେ ମଧ୍ୟ ଜୋତା କିମ୍ବା ଚପଲ ରଖନ୍ତୁ ନାହିଁ । ଏହାଦ୍ବାରା ନକରାତ୍ମକ ପ୍ରଭାବ ପଡ଼ିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.4 ° C
    28.4 °
    28.4 °
    67 %
    1.6kmh
    100 %
    Mon
    28 °
    Tue
    30 °
    Wed
    31 °
    Thu
    32 °
    Fri
    32 °

    ସମ୍ବନ୍ଧିତ