Wednesday, April 8, 2026
34.5 C
Odisha

    ସୁଜିତ କୁମାର ଦଳ ଛାଡ଼ିବା ପରେ ହୁଏତ ଆଗକୁ ଆହୁରି ଅନେକ ଆସିପାରନ୍ତି: ମମତା ମହାନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପୂର୍ବତନ ବିଜେଡି ନେତା ତଥା ରାଜ୍ୟ ସାଂସଦ ସୁଜିତ କୁମାର ଦଳ ଛାଡ଼ିବା ନେଇ ସାଂସଦ ମମତା ମହାନ୍ତ କହିଛନ୍ତି, ମୋ ପରେ ସୁଜିତ କୁମାର ଦଳ ଛାଡ଼ିଲେ, ହୁଏତ ଆଗକୁ ଅନେକ ଆସିପାରନ୍ତି। ସମୟ ଆସିଲେ ଏକଥା ସମସ୍ତେ ଜାଣିପାରିବେ।

    ସେ କହିଛନ୍ତି, ବିଜେଡିର ବହୁ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି, ଯେଉଁମାନଙ୍କ କଥା ଦଳରେ କେହି ଶୁଣୁନାହାନ୍ତି। ସେମାନେ ହୁଏତ ବିଜେଡି ଛାଡ଼ି ବିଜେପିକୁ ଆସିପାରନ୍ତି। ବିଜେଡିର ଅଧିକାଂଶ ନେତା ଓ କର୍ମୀ ଏକଛତ୍ରବାଦ ଶାସନରେ ଅସନ୍ତୁଷ୍ଟ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ୮୦ ପ୍ରତିଶତ ବିଜେଡି କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ଯେଉଁମାନେ ଦଳ ପ୍ରତିଷ୍ଠା କରିଥିଲେ, ସେମାନେ ଆଉ ବିଜେଡିରେ ନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    23 %
    0.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ