Wednesday, October 28, 2026
21.2 C
Odisha

    ସୁଜିତ କୁମାର ଦଳ ଛାଡ଼ିବା ପରେ ହୁଏତ ଆଗକୁ ଆହୁରି ଅନେକ ଆସିପାରନ୍ତି: ମମତା ମହାନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପୂର୍ବତନ ବିଜେଡି ନେତା ତଥା ରାଜ୍ୟ ସାଂସଦ ସୁଜିତ କୁମାର ଦଳ ଛାଡ଼ିବା ନେଇ ସାଂସଦ ମମତା ମହାନ୍ତ କହିଛନ୍ତି, ମୋ ପରେ ସୁଜିତ କୁମାର ଦଳ ଛାଡ଼ିଲେ, ହୁଏତ ଆଗକୁ ଅନେକ ଆସିପାରନ୍ତି। ସମୟ ଆସିଲେ ଏକଥା ସମସ୍ତେ ଜାଣିପାରିବେ।

    ସେ କହିଛନ୍ତି, ବିଜେଡିର ବହୁ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି, ଯେଉଁମାନଙ୍କ କଥା ଦଳରେ କେହି ଶୁଣୁନାହାନ୍ତି। ସେମାନେ ହୁଏତ ବିଜେଡି ଛାଡ଼ି ବିଜେପିକୁ ଆସିପାରନ୍ତି। ବିଜେଡିର ଅଧିକାଂଶ ନେତା ଓ କର୍ମୀ ଏକଛତ୍ରବାଦ ଶାସନରେ ଅସନ୍ତୁଷ୍ଟ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ୮୦ ପ୍ରତିଶତ ବିଜେଡି କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ଯେଉଁମାନେ ଦଳ ପ୍ରତିଷ୍ଠା କରିଥିଲେ, ସେମାନେ ଆଉ ବିଜେଡିରେ ନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.2 ° C
    21.2 °
    21.2 °
    98 %
    1.6kmh
    100 %
    Wed
    22 °
    Thu
    23 °
    Fri
    27 °
    Sat
    29 °
    Sun
    26 °

    ସମ୍ବନ୍ଧିତ