Tuesday, October 6, 2026
31.6 C
Odisha

    ଏଏସ୍‌‌ଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା, ଏପରି କହିଲେ ବରିଷ୍ଠ ନେତା ସୁର ରାଉତରାୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଏଏସ୍‌‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ନେଇ ବରିଷ୍ଠ ରାଜନେତା ସୁରେଶ  ରାଉତରାୟ  ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତୁରନ୍ତ ରାଜ୍ୟପାଳ ପୁଅଙ୍କ ଗିରଫ କରାଯାଉ ବୋଲି ସେ କହିଛନ୍ତି। ରାଜ୍ୟପାଳ ନିଜେ ନିଜ ପଦ ମର୍ଯ୍ୟାଦା ରଖନ୍ତୁ। କାରଣ ସଭିଙ୍କ ପାଇଁ ଆଇନ ସମାନ। ତେଣୁ ସେ ଆଉ ଏତେ ତଳକୁ ନ ଯାଅନ୍ତୁ। ଓଡ଼ିଶାବାସୀ ଚୁପ୍ ରହିବେ ନାହିଁ। ଏମିତି କହି ରାଜ୍ୟ ସରକାରଙ୍କୁ ତେରେଛା ବାଣ ମାରିଛନ୍ତି ବରିଷ୍ଠ ରାଜେନେତା ସୁରେଶ କୁମାର ରାଉତରାୟ। କହିଲେ ମୋହନ ସରକାରଙ୍କ ଏ କି ନୀତି । ଯିଏ ମାଡ଼ ଖାଇବ ସେ ନ୍ୟାୟ ପାଇବା ବଦଳରେ ବଦଳି ହେବ। ଏ କ’ଣ ଲୋକଙ୍କ ସରକାର ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ରାଉତରାୟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ