Wednesday, August 19, 2026
28 C
Odisha

    ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପିର ରଣପୁର ବିଧାୟିକା ସୁରମା ପାଢୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରଣପୁର ବିଧାୟିକା ସୁରମା ପାଢୀ ହେବେ ବାଚସ୍ପତି। ତାଙ୍କୁ ଆଜି ବିଜେପି ବିଧାୟକ ଦଳର ବୈଠକରେ ବାଚସ୍ପତି ପଦ ଲାଗି ମନୋନୀତ କରାଯାଇଛି। ଏହାପରେ ଶ୍ରୀମତୀ ପାଢୀ ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କର ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସମେତ କେତେକ ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରଣପୁର ବିଧାୟିକା ସୁରମା ପାଢୀ ୨୦୦୪ରୁ ୨୦୦୯ ଯାଏଁ ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    82 %
    3.8kmh
    60 %
    Wed
    28 °
    Thu
    27 °
    Fri
    27 °
    Sat
    26 °
    Sun
    27 °

    ସମ୍ବନ୍ଧିତ