Sunday, October 4, 2026
28.6 C
Odisha

    ଶେଷ ପର୍ଯ୍ୟାୟରେ ବରମୁଣ୍ଡା ବସ୍ ଟର୍ମିନାଲ, ମାର୍ଚ୍ଚ ୧ରେ ହେବ ଲୋକାର୍ପଣ

    ଆଗକୁ ପଢନ୍ତୁ

    ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି । ଚମକିଲାଣି ବରମୁଣ୍ଡା ବସ୍ ଟର୍ମିନାଲ । ମାର୍ଚ୍ଚ ୧ ତାରିଖରେ ହେବ ଲୋକାର୍ପଣ । ବାବା ସାହେବ ଭୀମରାଓ ଆମ୍ବେଦକର ଟର୍ମିନାଲ ନାଁରେ ନାମିତ ହେବ ଏହି ବସଷ୍ଟାଣ୍ଡ । ବାହାରକୁ ଆକର୍ଷଣୀୟ ଦେଖାଯାଉଥିବା ଏହି ବସ୍ ଟର୍ମିନାଲ ଭିତରର ଦୃଶ୍ୟ ବି ଆଖି ଲାଖିଗଲା ଭଳି ହୋଇଛି । ସ୍ଥାନୀୟ ଲୋକ, ଦୋକାନୀ ତଥା ଏଠି କାମ କରୁଥିବା କର୍ମଚାରୀ ମାନଙ୍କ ମୁହଁରେ ଗୋଟିଏ କଥା ବରମୁଣ୍ଡା ବସଷ୍ଟାଣ୍ଡ ପୁରା ଏୟାରପୋର୍ଟ ଭଳି ଲାଗୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ