Saturday, October 17, 2026
23.3 C
Odisha

    ଗାଡି ଚଳାଉଥିବାବେଳେ ହୃଦଘାତର ଶିକାର ହେଲେ ଡ୍ରାଇଭର

    ଆଗକୁ ପଢନ୍ତୁ

    ରାଜସ୍ଥାନରୁ ଆସିଛି ଅଭାବନୀୟ ଘଟଣା । ଗାଡି ଚଳାଉଥିବା ସମୟରେ ହୃଦଘାତର ଶିକାର ହେଲେ ଡ୍ରାଇଭର ଓ ଶୋଭାଯାତ୍ରାରେ ମାଡିଗଲା ବୋଲେରୋ । । ଘଟଣା ରାଜସ୍ଥାନ ନାଗୌର ସ୍ଥିତ ଡେଗାନର । ଏଠାରେ ବିଶ୍ୱକର୍ମା ଜୟନ୍ତୀ ଚାଲିଥିବାବେଳେ ପଛ ପଟୁ ବଲେରୋ ଗାଡି ଆସୁଥିଲା । ତେବେ ହଠାତ ଦେଖୁ ଦେଖୁ ଶୋଭାଯାତ୍ରାରେ ସାମିଲ ଲୋକଙ୍କ ଉପରେ ନିୟନ୍ତ୍ରଣ ହରାଇ ଦ୍ରୁତ ଗତିରେ ଗାଡି ମାଡିଯାଇଥିଲା । କେହି କିଛି ବୁଝିବା ଆଗରୁ ୧୨ରୁ ଅଧିକ ଲୋକଙ୍କ ଉପର ଗାଡି ମାଡିଯିବା ଯୋଗୁଁ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ଡ୍ରାଇଭରଙ୍କ ହୃଦଘାତ ହେବା ଯୋଗୁଁ ଏତେ ବଡ ଘଟଣା ଘଟିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.3 ° C
    23.3 °
    23.3 °
    88 %
    1.5kmh
    19 %
    Sat
    23 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ