Saturday, June 20, 2026
37 C
Odisha

    ଗୃହରେ ଉଠିଲା ସାମ୍ବାଦିକ ବୀମା ଯୋଜନା ପ୍ରସଙ୍ଗ । ବୀମାକୁ ୨୦ ଲକ୍ଷ ଯାଏ ବୃଦ୍ଧି କରିବାକୁ ତାରାଙ୍କ ଦାବି

    ଆଗକୁ ପଢନ୍ତୁ

    ଗୃହରେ ଉଠିଲା ସାମ୍ବାଦିକ ବୀମା ଯୋଜନା ପ୍ରସଙ୍ଗ । ଖୁବଶୀଘ୍ର ବୀମାର ରିନିୱାଲ୍ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏଥିସହ ବୀମାକୁ ୨୦ ଲକ୍ଷ ଯାଏଁ ବୃଦ୍ଧି ଏବଂ ଏଥିରେ ବାପା-ମାଆଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି ତାରା । ବର୍ତ୍ତମାନ ଏହି ବୀମାରେ କର୍ମଜୀବୀ ସାମ୍ବାଦିକଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଉଛି । ସେହିପରି ସାମ୍ବାଦିକଙ୍କୁ ବିଧାନସଭା ଲବିକୁ ଯିବାକୁ ଅନୁମତି ଦିଆଯାଉ ବୋଲି ମଧ୍ୟ ଦାବି କହିଛନ୍ତି ତାରା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37 ° C
    37 °
    37 °
    35 %
    2.8kmh
    80 %
    Sat
    38 °
    Sun
    34 °
    Mon
    35 °
    Tue
    38 °
    Wed
    41 °

    ସମ୍ବନ୍ଧିତ