Friday, June 12, 2026
27.5 C
Odisha

    ବାତ୍ୟାକୁ ଦୃଷ୍ଟିରେ ରଖି ପରିବା ବଜାରରେ ଜମୁଛି ଭିଡ

    ଆଗକୁ ପଢନ୍ତୁ

    ଆଠଗଡ଼ : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏବେ ପରିବା ବଜାରରେ ଭିଡ ଜମିଛି । ଆଠଗଡ଼ ସହରର ମୁଖ୍ୟ ପରିବା ବଜାର ହେଉଛି ପୂରୁଣା ବସଷ୍ଟାଣ୍ଡ ନିକଟ ଲକ୍ଷ୍ମୀ ବଜାର ପରିବା ମାର୍କଟେ । ସକାଳ ପାଉପାଉ ଲୋକମାନେ ପରିବା କିଣିବା ପାଇଁ ପରିବା ବଜାରରେ ଭିଡ଼ ଜମେଇବାରେ ଲାଗିଛନ୍ତି ।

    କିଛି ଦିନ ତଳେ କେତେବେଳେ ଆଳୁ ଚିନ୍ତା ବଢ଼ାଉ ଥିଲା ତ କେତେବେଳେ ପିଆଜ । ଆଉ ଏବେ ପୁରା ପରିବା ବଜାରରେ ଲାଗିଛି ନିଆଁ । ରକେଟ ପରି ଉପର ମୁହାଁ ହେଲାଣି ପ୍ରାୟ ସମସ୍ତ ପରିବା ଦର । ଯେଉଁଥିରେ ହାତ ମାରିବେ ଦର ଆକାଶ ଛୁଆଁ । ପ୍ରାୟ କୌଣସି ପରିବା କିଲୋ ୫୦- ୬୦- ୭୦ ତଳକୁ ନାହିଁ । ସେ ପୋଟଳ ହେଉ କି ବାଇଗଣ । ଆଉ କିଛି କିଛି ନିର୍ଦିଷ୍ଟ ପରିବା ତ ଶହେ ଟପି ଗଲେଣି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.5 ° C
    27.5 °
    27.5 °
    65 %
    0.6kmh
    93 %
    Fri
    28 °
    Sat
    40 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ