Tuesday, March 11, 2025
19.8 C
Odisha

    ଚିନ୍ତା ବଢ଼ାଇଲା ମିଳିତ ଜାତିସଂଘ ରିପୋର୍ଟ: ଦ୍ରୁତ ଗତିରେ ବଢ଼ୁଛି ଭାରତର ଜନସଂଖ୍ୟା, ୨୦୬୦ପରେ ଜନସଂଖ୍ୟା କମିବା ସମ୍ଭାବନା

    ଆଗକୁ ପଢନ୍ତୁ

    ଭାରତରେ ଦ୍ରୁତଗତିରେ ବଢ଼ୁଛି ଜନସଂଖ୍ୟା । ୱାଲ୍ଡ ପପୁଲେସନ ପ୍ରସଫେକ୍ଟସସ ୨୦୨୪ରେ ରିପୋର୍ଟରେ ପ୍ରକାଶ ପାଇଛି । ୨୦୬୦ ସୁଦ୍ଧା ଭାରତର ଜନସଂଖ୍ୟା ୧.୭ ବିଲିୟନ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି । ଏହାସହ କୁହାଯାଇଛି ଯେ ଶତାଦ୍ଧୀର ଶେଷ ସୁଦ୍ଧା ଭାରତର ଜନସଂଖ୍ୟା କମିଲେ ବି ଭାରତ ବିଶ୍ବର ସବୁଠାରୁ ଜନବହୁଳ ଦେଶ ହୋଇ ରହିବ । ଆଗାମୀ ୫୦ରୁ ୬୦ବର୍ଷ ଭିତର ସମଗ୍ର ବିଶ୍ବର ଜନସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବ । ଗତବର୍ଷ ଭାରତ ଚୀନକୁ ପଛରେ ପକାଇ ବିଶ୍ବର ସବୁଠୁ ବହୁଳ ଦେଶ ହୋଇସାରିଛି । ଏଥିସହ ରିପୋର୍ଟରେ କୁହାଯାଇଛି ଦେଶରେ ବୟସ୍କଙ୍କ ବୟସ ବଢ଼ିବ ଓ ଜିଇଁବା ବୟସ ୭୦ରୁ ବଢ଼ି ୮୩ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.8 ° C
    19.8 °
    19.8 °
    46 %
    1.6kmh
    0 %
    Tue
    36 °
    Wed
    39 °
    Thu
    40 °
    Fri
    41 °
    Sat
    40 °

    ସମ୍ବନ୍ଧିତ