Saturday, May 9, 2026
28.7 C
Odisha

    ୪ବର୍ଷରେ ୫ଶହ ମିଲିୟନ୍ ଟ୍ରାଞ୍ଜାକ୍ସନ । ପ୍ରତିଦିନ ବଢୁଛି ୟୁପିଆଇ କାରବାର

    ଆଗକୁ ପଢନ୍ତୁ

    ପ୍ରତିଦିନ ଦେଶରେ ବଢୁଛି ୟୁପିଆଇ କାରବାର । ୨୦୨୦ ସେପ୍ଟେମ୍ବର କୋଭିଡ ମହାମାରୀ ପରଠୁ ଏପର୍ୟ୍ୟନ୍ତ ହେଲାଣି ୫୦୦ ମିଲିୟନ ଟ୍ରାଜାକ୍ସନ । କେବଳ ସେପ୍ଟେମ୍ବରରେ ୧୫ ବିଲିୟନରୁ ଅଧିକ ନେଣଦେଣ ସହ ହୋଇଛି ୨ କୋଟିରୁ ଅଧିକ ଟଙ୍କା କାରବାର । ନ୍ୟାସନାଲ ପେମେଣ୍ଟ କୋଅପରେସନ୍ ଅଫ ଇଣ୍ଡିଆ(ଏନପିସିଆଇ) ଏନେଇ ରିପୋର୍ଟ ପ୍ରକାଶ କରିଛି । ଯାହାକୁ ସେୟାର କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମରଣ । ୟୁନିଆଇ ନେଣଦେଣ ସେପ୍ଟେମ୍ବର ୨୦୨୩ରୁ ୪୨ ପ୍ରତିଶତ ବୃଦ୍ଧି ପାଇଛି । ସେପ୍ଟେମ୍ବର ୨୦୨୩ରେ ୧୦ ଦଶିମ ୫୫ ବିଲିୟନ ନେଣ ଦେଣ ହୋଇଥିବା ବେଳେ ୨୦୨୪ ସେପ୍ଟେମ୍ବର ସୁଦ୍ଧା ୧୫ ଦଶମିକ ୦୪ ବିଲୟନ ଛୁଇଁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.7 ° C
    28.7 °
    28.7 °
    52 %
    4.5kmh
    62 %
    Sat
    31 °
    Sun
    38 °
    Mon
    38 °
    Tue
    39 °
    Wed
    40 °

    ସମ୍ବନ୍ଧିତ