Friday, May 3, 2024
27.8 C
Odisha

    UPSC ୨୦୨୩ ଟପ୍ପର ଆଦିତ୍ୟ ଶ୍ରୀବାସ୍ତବଙ୍କ ମାର୍କଶିଟ୍ ଭାଇରାଲ

    ଆଗକୁ ପଢନ୍ତୁ

    ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ସିଭିଲ ସର୍ଭିସ ପରୀକ୍ଷା (ସିଏସଇ) ୨୦୨୩ର ମାର୍କଶିଟ୍ ଜାରି କରାଯାଇଛି । ୟୁପିଏସସି ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ନିଜର ନିଜର ମାର୍କ ଦେଖିପାରିବେ । ତେବେ ଏହା ମଧ୍ୟରେ ୟୁପିଏସସି ଟପ୍ପର ଆଦିତ୍ୟ ଶ୍ରୀବାସ୍ତବଙ୍କ ମାର୍କଶିଟ୍ ଭାଇରାଲ ହୋଇଛି । ଆଦିତ୍ୟ ମୋଟ ୧୦୯୯ ମାର୍କ ରଖିଥିବା ବେଳେ ସେ ମୁଖ୍ୟ ପରୀକ୍ଷାରେ ୮୯୯ ମାର୍କ ଓ ପର୍ସନାଲିଟି ଟେଷ୍ଟ ବା ଇଣ୍ଟରଭ୍ୟୁରେ ୨୦୦ ମାର୍କ ହାସଲ କରିଛନ୍ତି । ଆଦିତ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ମାର୍କଶିଟ୍ ଅପଲୋଡ୍ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.8 ° C
    27.8 °
    27.8 °
    26 %
    1.7kmh
    0 %
    Fri
    43 °
    Sat
    43 °
    Sun
    45 °
    Mon
    44 °
    Tue
    40 °

    ସମ୍ବନ୍ଧିତ