Tuesday, March 11, 2025
19.8 C
Odisha

    ଉତ୍କଳ ହସ୍ପିଟାଲରେ ନ୍ୟାସନାଲ ଡକ୍ଟରର୍ସ ଡେ ପାଳନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ଘରୋଇ ସୁପର ମଲ୍ଟିସ୍ପେସିଆଲଟି ଉତ୍କଳ ହସ୍ପିଟାଲରେ ଡକ୍ଟର ଡେ ପାଳିତ ହୋଇଯାଇଛି । ଏହି ଅବସରରେ ଉତ୍କଳ ହସ୍ପିଟାଲ ର ଏମଡି ଡ଼ ପ୍ରଜ୍ଞାନ ରଞ୍ଜନ ଘଡେଇ ଓ ହସ୍ପିଟାଲ ଡାଇରେକ୍ଟର ମେଡିକାଲ ସର୍ଭିସେସ ଡ଼ ରଞ୍ଜନ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହ ଉତ୍କଳ ହସ୍ପିଟାଲର ଏମଡ଼ି ପ୍ରଜ୍ଞାନ ରଞ୍ଜନ ଘଡେଇ କହିଥିଲେ ଯେ ଆମର ଡାକ୍ତର ମାନେ ହେଲେ ଅଭିଜ୍ଞ ଓ ଉତ୍ସର୍ଗିକୃତ ଓ ଡାଇରେକ୍ଟର ମେଡିକାଲ୍ ସର୍ଭିସେସ,ଡ଼ ରଞ୍ଜନ କୁମାର ମହାପାତ୍ର ମଧ୍ୟ ନିଜର ବକ୍ତବ୍ୟରେ କହିଥିଲେ ଯେ ଡାକ୍ତର ମାନେ ବିନା ପୁରଷ୍କାର କିମ୍ୱା ଆର୍ଥିକ ଲାଳସା ନରଖି ରୋଗୀସେବା କରିବା ଉଚିତ । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ସମସ୍ତ ବରିଷ୍ଟ ଡାକ୍ତର ଏବଂ ବିଭିନ୍ନ ବିଭାଗର ଡାକ୍ତର ମାନେ ଉପସ୍ଥିତ ରହିଥିଲେ ଓ ଏହି ଅବସରରେ ଡାକ୍ତର ମାନଙ୍କୁ ଉତ୍ସାହ କରାଯାଇଥିଲା । ଏଥିସହ ଉକ୍ତ କାର୍ଯ୍ୟକ୍ରମରେ କେକ କଟାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.8 ° C
    19.8 °
    19.8 °
    46 %
    1.6kmh
    0 %
    Tue
    36 °
    Wed
    39 °
    Thu
    40 °
    Fri
    41 °
    Sat
    40 °

    ସମ୍ବନ୍ଧିତ