Wednesday, January 22, 2025
16.9 C
Odisha

    ଝାରସୁଗୁଡ଼ା ମ୍ୟୁନିସିପାଲଟିରେ ଭିଜିଲାନ୍ସ ଟିମ୍

    ଆଗକୁ ପଢନ୍ତୁ

    ବିଭିନ୍ନ ଦୁର୍ନୀତିକୁ ନେଇ ଝାରସୁଗୁଡ଼ା ମ୍ୟୁନିସିପାଲଟି ବର୍ଷତମାମ ବିବାଦ ଘେରରେ ରହିଆସୁଛି। ତେବେ ନିକଟରେ ମଶାମରା ତେଲ କିଣାରେ ଦୁର୍ନୀତି ନେଇ ସୂଚନା ଅଧିକାର ଆଇନ ଯୋଗେ ମିଳିଥିବା ତଥ୍ୟ ଅନୁସାରେ ଅଭିଯୋଗ ପରେ ଆଜି ଝାରସୁଗୁଡ଼ା ଭିଜିଲାନ୍ସ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।ଭିଜିଲାନ୍ସ ବିଭାଗର ଏକ ଟିମ୍ ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ପହଞ୍ଚି ନିର୍ବାହୀ ଅଧିକାରୀ ମାନସ ମଲ୍ଲିକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ କାଗଜପତ୍ର ଜବତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.9 ° C
    16.9 °
    16.9 °
    32 %
    1.4kmh
    0 %
    Tue
    17 °
    Wed
    33 °
    Thu
    33 °
    Fri
    34 °
    Sat
    33 °

    ସମ୍ବନ୍ଧିତ