Saturday, July 27, 2024
24.6 C
Odisha

    ଖରାଦିନେ ତରଭୂଜ କାହିଁକି ଖାଇବା ଆବଶ୍ୟକ?

    ଆଗକୁ ପଢନ୍ତୁ

    ଗ୍ରୀଷ୍ମ ଦିନେ ତରଭୂଜ ଖାଇବା ପାଇଁ ପରାମର୍ଶ ଦିଆଯାଏ । ଆସନ୍ତୁ ଏହା ପଛରେ ଥିବା କିଛି କାରଣ ବିଷୟରେ ଜାଣିବା । ତରଭୂଜରେ ଅଧିକ ପରିମାଣରେ ପାଣି ରହିଥାଏ ଯେଉଁ କାରଣରୁ ଏହି ଫଳକୁ ଖାଇବାରେ ଆପଣଙ୍କ ଶରୀର ହାଇଡ୍ରେଟେଡ ରହିବ । ତରଭୂଜରେ ମିଳୁଥିବା ପୋଷକ ତତ୍ତ୍ୱ ଆପଣଙ୍କ ଇମ୍ୟୁନିଟୀକୁ ଦୃଢ କରିଥାଏ । ଏହି ଫଳର ସେବନ କରିଲେ ଆପଣଙ୍କ କୋଲେଷ୍ଟ୍ରଲ ଏବଂ ବିପିକୁ କଣ୍ଟ୍ରୋଲ କରିବା ସହ ଆପଣଙ୍କ ହାର୍ଟ ହେଲଥକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତରଭୂଜ ଖାଇବା ଆପଣଙ୍କ ଦାନ୍ତ ଏବଂ ମାଢି ପାଇଁ ମଧ୍ୟ ଫାଇଦା ମିଳିଥାଏ । ଯଦି ଆପଣ ନିଜ ଆଖିର ଚମକ ବଢାଇବାକୁ ଚାହୁଁଛନ୍ତି ତେବେ ତରଭୂଜର ସେବନ କରିବା ଆରମ୍ଭ କରିଦିଅନ୍ତୁ ।

    ତରଭୂଜ ଆପଣଙ୍କ ସ୍କିନ ହେଲଥକୁ ଠିକ କରିବା ଏବଂ ହେୟାର ଗ୍ରୋଥକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ତରଭୂଜରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ସି, ଭିଟାମିନ ଏ ଏବଂ ଭିଟା କେରୋଟିନ ପରି ଅନେକ ପୋଷକ ତତ୍ତ୍ୱ ମଧ୍ୟ ଭଲ ମାତ୍ରାରେ ମିଳିଥାଏ । ଏହା ସଠିକ ଲାଭ ଉଠାଇବା ପାଇଁ ଅପଣଙ୍କୁ ଦ୍ୱିପ୍ରହରରେ ତରଭୂଜ ଖାଇବା ଆବଶ୍ୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ