Saturday, March 21, 2026
19.7 C
Odisha

    ଏହି ଲକ୍ଷଣରୁ ଜାଣନ୍ତୁ ଆପଣଙ୍କୁ ଲାଗିଛି କାହାର ନଜର

    ଆଗକୁ ପଢନ୍ତୁ

    ଅନେକ ସମୟରେ ସବୁକିଛି ଠିକ୍ ଚାଲୁଥିବା ମସମୟରେ ହଠାତ୍ ବିନା କୌଣସି କାରଣରେ ସମସ୍ତ କାମ ବିଗିଡ଼ିବା ଆରମ୍ଭ ହୋଇଥାଏ। ଜୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିଙ୍କର ନଜର ଲାଗିଥିଲେ ଏପରି ହୋଇଥାଏ। ଯେତେବେଳେ କିଏ ଆପଣଙ୍କର ସଫଳତା ଏବଂ ଖୁସି ଦେଖି ଇର୍ଷା କରିଥାନ୍ତି ଏବଂ ବାରମ୍ବାର ଆପଣଙ୍କ ବିଷୟରେ ଖରାପ ଚିନ୍ତା କରିଥାନ୍ତି ସେତେବେଳେ ଏପରି ହୋଇଥାଏ। ଖାସ କରି ଯେଉଁବ୍ୟକ୍ତି ଦୁର୍ବଳ ଇଛା ଶକ୍ତି ବିଶିଷ୍ଟ ହୋଇଥାନ୍ତି ସେମାନଙ୍କୁ ଖରାପ ନଜର ଖୁବ ଶୀଘ୍ର ଲାଗିଥାଏ। ଆସନ୍ତୁ ଜାଣିବା କିଛି ଏପରି ସଂଙ୍କେତ ଯେଉଁଥିରୁ ଜଣାପଡ଼ିବ ଲାଗିଛି ଆପଣଙ୍କୁ ନଜର।

    – ଖରାପ ନଜର ଲାଗିଥିଲେ ବ୍ୟକ୍ତିଙ୍କ ଶରୀର ବାରମ୍ବାର ଅସୁସ୍ଥ ରହିଥାଏ।

    -ଶରୀରରେ ନକାରତ୍ମକ ଶକ୍ତିର ପ୍ରଭାବ ବଢ଼ିଥିଲେ, ବ୍ୟକ୍ତିଙ୍କର ସ୍ବଭାବରେ କ୍ରୋଧ ଏବଂ ଚିଡ଼ିଚିଡ଼ାପଣ ଅଧିକ ନଜର ଆସିଥାଏ। ଛୋଟଛୋଟ କଥାରେ ବହୁତ ଅଧିକ ରାଗିଥାନ୍ତି।

    -ଖରାପ ନଜର ଲାଗିଥିବା ବ୍ୟକ୍ତି ଜଣଙ୍କ ମାନସିକ ସ୍ତରରେ ଚାପ ଅନୁଭୁତ କରିଥାନ୍ତି। କୌଣସି ସ୍ଥାନରେ ବା କାମରେ ତାଙ୍କର ମନ ଲାଗିନଥାଏ।

    -ଯଦି ସଂପୂର୍ଣ୍ଣ ଘରକୁ କାହାର ଖରାପ ନଜର ଲାଗିଥାଏ ତେବେ ଘରେ ସବୁବେଳେ ଅଶାନ୍ତି ଏବଂ ଝଗଡ଼ା ଲାଗି ରହିଥାଏ।

    -ଯେଉଁ ବ୍ୟକ୍ତିଙ୍କୁ କାହାର ଖରାପ ନଜର ଲାଗିଥାଏ ତାହାକୁ ସବୁବେଳେ ଖରାପ ସ୍ବପ୍ନ ଆସିଥାଏ। ଏହା ଛଡ଼ା ଅମାବାସ୍ୟା ଏବଂ ପୂର୍ଣ୍ଣିମା ତିଥିରେ ଆଶାନ୍ତି ଅନୁଭୂତ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    77 %
    3.2kmh
    100 %
    Fri
    20 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ